Monday, March 30, 2026
36.2 C
Odisha

    ଜିଦରେ ଅଟଳ ଡାକ୍ତର, ଆଜିଠୁ ୨ ଘଣ୍ଟା ଓପିଡି ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଜିଦରେ ଅଟଳ ଡାକ୍ତର ।  ଆଜିଠୁ ୨ ଘଣ୍ଟା ଓପିଡି ବନ୍ଦ ।  ଏଭଳି ଚରମ ନିଷ୍ପତ୍ତି ନେଇଛି ଓମସା ।  ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି ।  ବିଭିନ୍ନ ସରକାରୀ ହସ୍ପିଟାଲରେ ସକାଳ ୯ଟାରୁ ଦିନ ୧୧ଟା ଓପିଡି ବନ୍ଦ ରହିବା ଯୋଗୁଁ ସ୍ଥିତି ବିଗିଡ଼ିବ ।  ଫଳରେ ରୋଗୀ ସେବା ବ୍ୟାହତ ହେବ ।  ତେବେ ଏଥିରୁ ମେଡିକାଲ କଲେଜକୁ ବାଦ ଦିଆଯାଇଛି ।

    ଏହି ଚରମ ନିଷ୍ପତ୍ତିକୁ ସହମତି ଜଣାଇଛି କନିଷ୍ଠ ଡାକ୍ତର ସଂଘ ।  ପଦୋନ୍ନତି, ଦରମା ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଆଦି ୧୮ ଦଫା ଦାବି ପୂରଣ ନେଇ ଓମସା ପ୍ରତିବାଦ କରୁଛି ।  କଳାବ୍ୟାଜ୍ ପିନ୍ଧି ଗତ ୨୬ ତାରିଖରୁ ୧୦ଟାରୁ ୧୧ଟା ଘଣ୍ଟାଏଁ ଲେଖାଏଁ ଓପିଡି ବନ୍ଦ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    23 %
    1.8kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ