Sunday, April 12, 2026
26.7 C
Odisha

    ଜିନ୍ଦର ଷ୍ଟିଲ କାରଖାନାରେ ଅଘଟଣ: ଗ୍ୟାସ ବିସ୍ଫୋରଣରେ ୯ ଶ୍ରମିକ ଗୁରୁତର

    ଆଗକୁ ପଢନ୍ତୁ

    ଅନୁଗୁଳ : ଗ୍ୟାସ ବିସ୍ଫୋରଣ, ୯ ଶ୍ରମିକ ଗୁରୁତର । ଅନୁଗୁଳ ନିଶା ସ୍ଥିତ ଜିନ୍ଦର ଷ୍ଟିଲ କାରଖାନାରେ ଅଘଟଣ । ଜିନ୍ଦର MSPର HTC ସାଇଟର ପ୍ଲେଟ ମିଲରେ ଗ୍ୟାସ ଲିକ୍ ହୋଇ ବିସ୍ଫୋରଣ ହୋଇଛି । ଘଟଣାରେ ୯ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । କାମ କରୁଥିବା ବେଳେ ବିସ୍ଫୋରଣ ଘଟିଛି । ଗୁରୁତରଙ୍କୁ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    54 %
    2.4kmh
    0 %
    Sun
    27 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ