Thursday, February 26, 2026
19.9 C
Odisha

    ଜୁଏଲ ଓରାମଙ୍କ ବଡ଼ ଘୋଷଣା “ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ”

    ଆଗକୁ ପଢନ୍ତୁ

    ସମ୍ବଲପୁର : ଆସନ୍ତା ପାଳି ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଏ ନେଇ ସମ୍ବଲପୁରରେ ଆୟୋଜିତ ରୋଜଗାର ମେଳାରେ ବଡ଼ ମନ୍ତବ୍ୟ ଦେଇଛନ୍ତି ଜୁଏଲ୍ ଓରାମ। ଯୁବପିଢ଼ିଙ୍କ ପାଇଁ ରାଜନୀତି ବାଟ ଖୋଲିବା ସକାସେ ଜୁଏଲ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ନିଜ ରାଜନୈତିକ କ୍ୟାରିୟରରେ ଜୁଏଲ୍ ୧୦ ଥର ନିର୍ବାଚନ ଲଢ଼ିଛନ୍ତି । ସେ ୮ ଥର ଏମପି ଏବଂ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନ ପ୍ରଚାର ସମୟରେ ଜୁଏଲ ଓରାମ ଆଗାମୀ ଦିନରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ । ନିର୍ବାଚନ ନ ଲଢ଼ି ଦଳୀୟ ସାଂଗଠନୀକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ଜୁଏଲ ସ୍ପଷ୍ଟ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.9 ° C
    19.9 °
    19.9 °
    32 %
    1.6kmh
    0 %
    Wed
    20 °
    Thu
    32 °
    Fri
    34 °
    Sat
    36 °
    Sun
    37 °

    ସମ୍ବନ୍ଧିତ