Wednesday, August 26, 2026
24.3 C
Odisha

    ଜୁନ ୧ସୁଦ୍ଧା କେରଳ ଛୁଇଁବ ମୌସୁମୀ, ରାଜ୍ୟରେ କାଲିଠୁ ବଢିବ ତାତି

    ଆଗକୁ ପଢନ୍ତୁ

    ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ ୧ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟରେ ମୌସୁମୀ କେରଳ ଛୁଇଁପାରେ। ସେପଟେ କାଲିଠୁ ରାଜ୍ୟରେ ପୁଣି ବଢିବ ତାତି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ। ତାତି ବଢ଼ିଲେ ବି ୫ ଦିନ ମଧ୍ୟରେ ହିଟୱେଭ୍ ସମ୍ଭାବନା ନାହିଁ। କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ସମ୍ଭାବନା ରହିଛି। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    91 %
    1.4kmh
    99 %
    Wed
    30 °
    Thu
    30 °
    Fri
    25 °
    Sat
    30 °
    Sun
    30 °

    ସମ୍ବନ୍ଧିତ