Wednesday, April 1, 2026
30.8 C
Odisha

    ଜୁନ ୧ ତାରିଖ ଯାଏ ବଢ଼ିଲା +୩ ନାମଲେଖା ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : +୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର । ଆଜିଥିଲା +୩ ନାମଲେଖା ଆବେଦନର ଶେଷ ତାରିଖ । ହେଲେ ସରକାର ଏହାକୁ ଆସନ୍ତା ଜୁନ ୧ ତାରିଖ ଯାଏ ବୃଦ୍ଧି କରିଛନ୍ତି । ଏନେଇ ଉଚ୍ଚ ଶିକ୍ଷା ପକ୍ଷରୁ ସୂଚନା ଜାରି ହୋଇଛି । ଯେଉଁମାନେ CAF ରେ ଆବେଦନ କରିଛନ୍ତି ମାର୍କ ସିଟ ଅପ୍ ଲୋଡ଼ କରିପାରିବେ , ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସିଲେକସନ ଡେଟଲାଇନ ପରେ ପ୍ରକାଶ ପାଇବ ବୋଲି ଜଣାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ