Thursday, October 22, 2026
23.3 C
Odisha

    ଜୁନ ୧ ତାରିଖ ଯାଏ ବଢ଼ିଲା +୩ ନାମଲେଖା ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : +୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର । ଆଜିଥିଲା +୩ ନାମଲେଖା ଆବେଦନର ଶେଷ ତାରିଖ । ହେଲେ ସରକାର ଏହାକୁ ଆସନ୍ତା ଜୁନ ୧ ତାରିଖ ଯାଏ ବୃଦ୍ଧି କରିଛନ୍ତି । ଏନେଇ ଉଚ୍ଚ ଶିକ୍ଷା ପକ୍ଷରୁ ସୂଚନା ଜାରି ହୋଇଛି । ଯେଉଁମାନେ CAF ରେ ଆବେଦନ କରିଛନ୍ତି ମାର୍କ ସିଟ ଅପ୍ ଲୋଡ଼ କରିପାରିବେ , ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସିଲେକସନ ଡେଟଲାଇନ ପରେ ପ୍ରକାଶ ପାଇବ ବୋଲି ଜଣାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    70 %
    0.6kmh
    0 %
    Thu
    30 °
    Fri
    29 °
    Sat
    29 °
    Sun
    26 °
    Mon
    26 °

    ସମ୍ବନ୍ଧିତ