Saturday, October 3, 2026
24.8 C
Odisha

    ଜେଲ ଫେରନ୍ତା ବାପାର କଟୁରୀ ଚୋଟରେ କୁନି ଝିଅ ଗୁରୁତର

    ଆଗକୁ ପଢନ୍ତୁ

    କଟକ : ବୈଦେଶ୍ୱର ଥାନା ପୁରୁଣାପାଣି ଗାଁରେ ଅଭାବନୀୟ ଘଟଣା। ଜେଲ ଫେରନ୍ତା ବାପାର କଟୁରୀ ଚୋଟରେ କୁନି ଝିଅ ଗୁରୁତର ହୋଇଛି। ସ୍ତ୍ରୀକୁ ହାଣିବା ଉଦ୍ୟମ ବେଳେ ଝିଅ ମୁଣ୍ଡରେ କଟୁରୀ ଚୋଟ ବାଜିଥିବା ସୂଚନା ମିଳିଛି। ବାପାର କଟୁରୀ ଚୋଟରେ ଗୁରୁତର ହୋଇଥିବା କୁନି ଝଅର ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ସ୍ତ୍ରୀ ବୈଦେଶ୍ୱର ଥାନାରେ ଏତଲା ଦେଇଛନ୍ତି। ଘଟଣା ଘଟାଇବାପରେ ବାପା ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଅଭିଯୁକ୍ତ ବାପାକୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପାରିବାରିକ ବିବାଦ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପଡୁନଥିଲା। ତେବେ ସ୍ତ୍ରୀର ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ