Friday, April 3, 2026
39 C
Odisha

    ଟମ୍‌ କ୍ରୁଜ୍‌ଙ୍କ ନାଁରେ ଆଉ ଏକ ଗିନିଜ୍‌ ଓ୍ବର୍ଲ୍ଡ ରେକର୍ଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ତିନି ଥର ଓସ୍କାର ଆଓ୍ବାର୍ଡ଼ ପାଇଁ ମନୋନୀତ ହୋଇଥିବା ହଲିଉଡ଼ ଅଭିନେତା ଟମ୍‌ କ୍ରୁଜ୍‌  ପୁଣି ଥରେ ଗିନିଜ୍‌ ଓ୍ବର୍ଲ୍ଡ ରେକର୍ଡ ପାଇଛନ୍ତି । ‘ମିଶନ ଇମ୍ପସିବଲ’ ଫ୍ରାଞ୍ଚାଇଜର ଅଷ୍ଟମ କିସ୍ତିରେ ଷ୍ଟଣ୍ଟ ପାଇଁ ସେ ଏହି ରେକର୍ଡ ହାସଲ କରିଛନ୍ତି। ‘ମିଶନ ଇମ୍ପସିବଲ’ ଫ୍ରାଞ୍ଚାଇଜର ଅଷ୍ଟମ କିସ୍ତି ‘ମିଶନ ଇମ୍ପସିବଲ- ଦି ଫାଇନାଲ ରେକନିଙ୍ଗ୍‌ (୨୦୨୫)’ରେ ସେ କରିଥିବା ଆକ୍ସନ୍ ଦୃଶ୍ୟ ପ୍ରଶଂସନୀୟ। ଫିଲ୍ମରେ ଟମ୍ କ୍ରୁଜ୍ ଏକ ଜଳନ୍ତା ପାରାଶୁଟ୍‌ରେ ତଳକୁ ଡେଇଁ କମତ୍କାର ଷ୍ଟଣ୍ଟ୍ କରିଥିଲେ। ଟମ୍ ଜଳନ୍ତା ପାରାଶୁଟ୍‌ରେ ହେଲିକପ୍ଟରରୁ ୧୬ ଥର ଡେଇଁଥିଲେ, ତା’ପରେ ପାରାଶୁଟ୍‌ର ଜଳନ୍ତା ଅଂଶକୁ କାଟି ନିଜକୁ ସୁରକ୍ଷିତ କରିଥିଲେ। ଏହି ଷ୍ଟଣ୍ଟ ପ୍ରଦର୍ଶନ ପାଇଁ ତାଙ୍କ ନାମ ଗିନିଜ୍ ୱର୍ଲ୍ଡ ରେକର୍ଡ୍ସରେ ସ୍ଥାନ ପାଇଛି। ଜୁନ୍ ୪ ତାରିଖରେ ତାଙ୍କ ନାମ ରେକର୍ଡରେ ଲିପିବଦ୍ଧ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ