Friday, July 18, 2025
24.3 C
Odisha

    ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ ‘ୟାଗି’; ନେଲାଣି ୫୯ ମୁଣ୍ଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଭିଏତନାମଉପପ୍ରଧାନମନ୍ତ୍ରୀ ସୋମବାର କହିଛନ୍ତି ଯେ, ବାତ୍ୟା ୟାଗି ଯୋଗୁଁ ଲାଲ ନଦୀ ଉପରେ ଥିବା ଏକ ପୋଲ ଭୁଶୁଡ଼ି ପଡ଼ିଛି । ୧୦ଟି କାର୍ ଓ ୨ଟି ସ୍କୁଟି ଭାସି ଯାଇଛି । ଉପପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୩ ଜଣଙ୍କୁ ଖୋଜା ଚାଲିଛି । ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ବାତ୍ୟା ୟାଗି ଶନିବାରଠାରୁ ୫୯ ଜଣଙ୍କ ଜୀବନ ନେଇଛି । ଉପକୂଳବର୍ତ୍ତୀ ସହର ଭିଏତନାମରୁ ପ୍ରାୟ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଦେଶର ୧୦ ନିୟୁତରୁ ଅଧିକ ଲୋକଙ୍କୁ ବିନା ବିଜୁଳିରେ ବଞ୍ଚିବାକୁ ପଡ଼ୁଛି । ଉତ୍ତର ଭିଏତନାମର ଅନେକ ସହରରେ ସ୍କୁଲ ବନ୍ଦ ରହିଛି । ଦକ୍ଷିଣ ଚୀନ୍ ଓ ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘ୟାଗି’ରେ ୨୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    95 %
    1.8kmh
    100 %
    Thu
    24 °
    Fri
    33 °
    Sat
    32 °
    Sun
    29 °
    Mon
    30 °

    ସମ୍ବନ୍ଧିତ