Friday, November 7, 2025
20.3 C
Odisha

    ତାମିଲନାଡୁ ଡ୍ରାଗନ୍ସର ବିଜୟଧାରା ଜାରି: ଦିଲ୍ଲୀ ଏସଜି ପାଇପର୍ସକୁ ହରାଇଲା

    ଆଗକୁ ପଢନ୍ତୁ

    ରାଉରକେଲା: ଓଡ଼ିଆ ତାରକା ଅମିତ ରୋହିଦାସଙ୍କ ନେତୃତ୍ବାଧୀନ ତାମିଲନାଡୁ ଡ୍ରାଗନ୍ସ ହକି ଇଣ୍ଡିଆ ଲିଗରେ ନିଜର ବିଜୟଧାରା ଅବ୍ୟାହତ ରଖିଛି। ଏହାସହ ଟେବୁଲଲ ତାଲିକା ଶୀର୍ଷ ସ୍ଥାନ ବଜାୟ ରଖିଛି। ସୋମବାର ଡ୍ରାଗନ୍ସ ସଂଘର୍ଷପୂର୍ଣ ମ୍ୟାଚରେ ୩-୨ ଗୋଲରେ ଦିଲ୍ଲୀ ଏସଜି ପାଇପର୍ସ କୁ ପରାସ୍ତ କରିଛି।ମ୍ୟାଚର ଦ୍ଵିତୀୟ ମିନିଟରେ ଦିଲ୍ଲୀର ତୋମାସ ଡୋମିନି ପ୍ରଥମ ଗୋଲ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ତେବେ ଷଷ୍ଠ ମିନିଟରେ ଡ୍ରାଗନ୍ସ ର ଜିପ ଯାନସେନ ଗୋଲା ସୁଝାଇ ସ୍କୋର ୧-୧ରେ ବରାବର କରିଥିଲେ।୩୭ତମ ମିନିଟରେ ଦିଲ୍ଲୀର ତୋମାସ ଡୋମିନି ଆଉ ଏକ ଗୋଲଦେଇ କେବଳ ବ୍ୟବଧାନକୁ ୨-୩ ଗୋଲାକୁ ହ୍ରାସ କରିଥିଲେ। ଶେଷ କ୍ୱାର୍ଟର ରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ଆଉ କେହି କାହାରିକୁ ଗୋଲା ଦେଇପାରିନଥିଲେ। ଫଳରେ ଡ୍ରାଗନ୍ସ ୩-୨ ଗୋଲରେ ମ୍ୟାଚ ଜିତିନେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    74 %
    1.5kmh
    5 %
    Fri
    20 °
    Sat
    27 °
    Sun
    26 °
    Mon
    25 °
    Tue
    25 °

    ସମ୍ବନ୍ଧିତ