Sunday, August 17, 2025
29.1 C
Odisha

    ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଡବଲ ଝଟକା । ବଢ଼ିଲା କେଜ୍ରିୱାଲଙ୍କ ନ୍ୟାୟିକ ହାଜତ

    ଆଗକୁ ପଢନ୍ତୁ

    ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡବଲ ଝଟକା । ବଢ଼ିଲା କେଜ୍ରିୱାଲଙ୍କ ନ୍ୟାୟିକ ହାଜତ । ଏଥିସହ ଅନ୍ତରୀଣ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ । ଡାକ୍ତରୀଯାଞ୍ଚ ପାଇଁ ୭ଦିନର ଜାମିନ ଆବେଦନ କରିଥିଲେ । ତେବେ ଜୁନ ୧୯ ପର୍ଯ୍ୟନ୍ତ ତାଙ୍କର ନ୍ୟାୟିକ ହାଜତ ବୃଦ୍ଧି ହୋଇଛି । ଦେଶର ପ୍ରଥମ ରାଜନୈତିକ ଦଳ ଭାବେ ଆମ ଆଦମୀ ପାର୍ଟି ବିରୋଧରେ ମାମଲା ରୁଜୁ କରାଯାଇଛି । ଇଡିର ଆରୋପପତ୍ର ଭିତିରେ ମାମଲା ଦର୍ଜ କରାଯାଇଛି । ଆରୋପପତ୍ରରେ କୁହାଯାଇଛି ଯେ ମଦ ବ୍ୟବସାୟରେ ନିବେଶ କରିବାକୁ ଯାଇ ଦଳ ପଞ୍ଜାବର ଅନେକ ବ୍ୟବସାୟୀଙ୍କଠୁ ଲାଞ୍ଚ ନେଇଛି । କେବଳ ସେତିକି ନୁହେଁ ବ୍ୟବସାୟୀଙ୍କୁ ଦିଲ୍ଲୀରେ ମଦ ବ୍ୟବସାୟୀ ପାଇଁ ଲାଇସେନ୍ସ ବି ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.1 ° C
    29.1 °
    29.1 °
    71 %
    4kmh
    76 %
    Sun
    29 °
    Mon
    28 °
    Tue
    28 °
    Wed
    29 °
    Thu
    29 °

    ସମ୍ବନ୍ଧିତ