Friday, October 9, 2026
22 C
Odisha

    ବିଜେପି ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା । ମୁଖ୍ୟମନ୍ତ୍ରୀ ଚେହେରା ଉପରେ ହୋଇପାରେ ନିଷ୍ପତି

    ଆଗକୁ ପଢନ୍ତୁ

    ବିଜେପି ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା । ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ନବନିର୍ବାଚିତ ସାଂସଦ । ରାଜ୍ୟରେ ସରକାର ଗଠନ ନେଇ ହୋଇପାରେ ଆଲୋଚନା । ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବି ହୋଇପାରେ ନିଷ୍ପତି । ମୁଖ୍ୟମନ୍ତ୍ରୀ ନା ଘୋଷଣା ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ । ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ । ରାଜ୍ୟରେ ୨୦ସାଂସଦ ବିଜୟ ହେବା ପରେ ଦିଲ୍ଲୀରେ ପ୍ରଥମ ବୈଠକ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    90 %
    1.3kmh
    2 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ