Monday, November 23, 2026
27.3 C
Odisha

    ଧନୁଯାତ୍ରାରେ ଅଘଟଣ, ମାହୁନ୍ତଙ୍କୁ ଦଳିଦେଲା ଦନ୍ତା

    ଆଗକୁ ପଢନ୍ତୁ

    କଣ୍ଟାବାଞ୍ଜି : ଧନୁଯାତ୍ରାରେ ଅଘଟଣ। ମାହୁନ୍ତଙ୍କୁ ଦଳିଦେଲା ଦନ୍ତା । ଯେଉଁ ହାତୀକୁ ନେଇ ଧନୁଯାତ୍ରାକୁ ଆସିଥିଲେ, ସେହି ହାତୀ ଆକ୍ରମଣରେ ଚାଲିଗଲା ମାହୁନ୍ତଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ଘଟିଛି ଅଘଟଣ । ମୃତକ ଆହ୍ଲାବାଦ ବନାରସ ଅଞ୍ଚଳର ମାହନ୍ତ କଳ୍ପନାଥ ଦୁବେ ।

    କଣ୍ଟାବାଞ୍ଜି ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୪୦ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବରେ କଂସ ଓ ଅତିଥିଙ୍କୁ ନେବା ଆଣିବା ପାଇଁ ହାତୀ ଓ ମାହନ୍ତ ନିୟୋଜିତ ହୋଇଥିଲେ । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଓ ବନ ବିଭାଗ ଉପସ୍ଥିତ ରହି ହାତୀ ଉପରେ ନଜର ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.3 ° C
    27.3 °
    27.3 °
    70 %
    0.9kmh
    29 %
    Mon
    28 °
    Tue
    27 °
    Wed
    27 °
    Thu
    26 °
    Fri
    26 °

    ସମ୍ବନ୍ଧିତ