Friday, April 3, 2026
39.1 C
Odisha

    ନକଲି ବିଦେଶୀ ମଦ ରାକେଟ ଠାବ

    ଆଗକୁ ପଢନ୍ତୁ

    କଟକ : ଅବକାରୀ ବିଭାଗକୁ ବଡ଼ ସଫଳତା। ନକଲି ବିଦେଶୀ ମଦ ରାକେଟ ଠାବ । ଅବକାରୀ ବିଭାଗର କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଠାବ କରିଛି ନକଲି ବିଦେଶୀ ମଦ। କଟକ ଜିଲ୍ଲା ଆଠଗଡର ମୈତ୍ରୀ ନଗର ଓ ଢେ଼ଙ୍କାନାଳ ହିନ୍ଦୋଳର ବାଉଁଶପୋଖରୀ ଅଞ୍ଚଳରେ ଚଢ଼ାଉ କରି ପାଖାପାଖି ୭୦୦ ପେଟି ବିଦେଶୀ ମଦ ଜବତ ହୋଇଛି । ଅବକାରୀ ବିଭାଗର ଗୁଇନ୍ଦା ଟିମ୍ ନିଜେ ଗ୍ରାହକ ସାଜି ତୋମଣ୍ଡୋ ଅଞ୍ଚଳରେ ପ୍ରଥମେ ମଦ ଧରିଥିଲେ । ପରେ ଆଠଗଡ ଓ ହିନ୍ଦୋଳରେ ଚଢ଼ାଉ କରି ୭୦୦ ପେଟି ନକଲି ବିଦେଶୀ ମଦ ଜବତ କରାଯାଇଛି । ଏହି ମାମଲାରେ ୪ ଜଣଙ୍କୁ ଗିରଫ ହୋଇଥିବା ବେଳେ ଗୋଟିଏ ଗାଡ଼ି ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୭୭ ଲକ୍ଷ ଟଙ୍କା ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ