Wednesday, March 18, 2026
22.7 C
Odisha

    ନର୍କରେ ଆଉ କେହି ରହିବେ ନାହିଁ.. ଏଭଳି ବୟାନ ଦେଇ ଫସିଲେ ସାଂସଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିପୁରର ସାଂସଦ ଅଫଜଲ ଅନସାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସମାଜବାଦୀ ପାର୍ଟି ସାଂସଦ ମହାକୁମ୍ଭକୁ ନେଇ ନିକଟରେ ଏକ ବୟାନ ଦେଇଥିଲେ। ଏହି ବୟାନକୁ କେନ୍ଦ୍ର କରି ଶାଦିଆବାଦ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଶାଦିଆବାଦରେ ସନ୍ଥ ରବିଦାସ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସାଂସଦ ଅଫଜଲ ଅନସାରୀ କହିଥିଲେ – ‘ସଂଗମ କୂଳରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିର ପାପ ଧୋଇ ହୋଇଯିବ ବୋଲି ବିଶ୍ୱାସ କରାଯାଏ,  ଏହାର ଅର୍ଥ ହେଉଛି ବୈକୁଣ୍ଠ ଯିବାର ପଥ ଖୋଲିଯିବ।ଏପରି ପରିସ୍ଥିତିରେ ପ୍ରୟାଗରାଜ ମହାକୁମ୍ଭରେ ଯେଭଳି ଭିଡ଼ ଦେଖିବାକୁ ମିଳୁଛି ମନେ ହେଉଛି ଯେ ଏବେ ନର୍କରେ ଆଉ କେହି ରହିବେ ନାହିଁ ଏବଂ ସ୍ବର୍ଗରେ ହାଉସଫୁଲ ହୋଇଯିବ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    51 %
    0.8kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ