Friday, September 4, 2026
23 C
Odisha

    ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ। ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ସେ ସଙ୍କେତ ଦେଇଛନ୍ତି। କଂଗ୍ରେସ ଟିକେଟରୁ ଜଟଣୀରୁ ଲଢ଼ିବେ ବୋଲି ସୁର ରାଉତରାୟ ଇଶାରା ଦେଇଛନ୍ତି। ସେ କହିଛନ୍ତି, ଲୋକ ଚାହିଁଲେ ଲଢ଼ିବି । ମୁଁ ଛାଡି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା। ଆଉ ଥରେ ଜଟଣୀରେ କଂଗ୍ରେସ ଆସିବ। ଲୋକଙ୍କ ସହ ମିଶୁଛୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛି। ଆମ ପାଖରେ ଶକ୍ତି, ସଂଗଠନ ଅଛି ଲଢ଼ିବୁ ଜିତିବୁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    87 %
    0.8kmh
    97 %
    Fri
    28 °
    Sat
    31 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ