Wednesday, April 8, 2026
24.2 C
Odisha

    ନୂଆବର୍ଷରେ ଖୋଲିବ ଏହି ରାଶିର ଭାଗ୍ୟ! ଦୂର ହେବ ଆର୍ଥିକ ସମସ୍ୟା

    ଆଗକୁ ପଢନ୍ତୁ

    ଆଜି ନୂଆ ବର୍ଷକୁ ସ୍ବାଗତ କରୁଛନ୍ତି ଦେଶବାସୀ। ତେବେ ଆଜି ସମସ୍ତେ ଭଲରେ ଭଲରେ ବର୍ଷ କଟିବା ପାଇଁ ପ୍ରାର୍ଥନା କରିବେ। ମନ୍ଦିରରେ ଶହଶହ ଲୋକଙ୍କ ଭିଡ ଜମିବ। ତେବେ ଆଜିର ଦିନରେ 4 ରାଶିଙ୍କର ପାଇଁ ଶୁଭଫଳ ମିଳିବା ନେଇ ଜୋତିର୍ବିଦ ସୂଚନା ଦେଇଛନ୍ତି।

    ମେଷ: ନୂଆବର୍ଷର ପ୍ରଥକମ ଦିନ ଆପଣଙ୍କର ପାଇଁ ଶୁଭଫଳ ପ୍ରଦାନ କରିବ। ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଅଟକି ରହିଥିବା କାର୍ଯ୍ୟ ଆଜି ପୁରା କରିବେ। କାର୍ଯ୍ୟାଳୟରେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହୋଇପାରନ୍ତି। ଯଦି ବିଦେଶ ଯାତ୍ରା ପାଇଁ ମନ ବଳାଇଛନ୍ତି ସେଥିରେ ମଧ୍ୟ ସଫଳତା ପାଇବେ। ତେବେ ସାଙ୍ଗରେ ନାଲି ରଙ୍ଗର ରୁମାଲ ରଖିବା ପାଇଁ ପରାମର୍ଶ ଦିଆଯାଇଛିିି।

    ସିଂହ: ଆଜି ଧନପ୍ରାପ୍ତି ହୋଇପାରେ। ଦାମୀ ଜିନିଷ କିଣି ଘରକୁ ଆଣିପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ପରିବାର ପରିଜନଙ୍କ ସହିତ ମିଶି ଆଜିର ଦିନ ଖୁସିରେ ଅତିବାହିତ କରିବେ। ଆର୍ଥିକ ଲାଭ ସହିତ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ।

    ତୁଳା: ମାନସିକ ଅବସାଦ ଦୂର ହେବ। ଲାଗି ରହିଥିବା କୋର୍ଟ କଚେରୀ ସମସ୍ୟାରେ ଆଜି ପୂର୍ଣ୍ଣଚ୍ଛେଦ ପଡିପାରେ। ଆର୍ଥିକ ଅବସ୍ଥା ସୁଧୁରିବ ଏବଂ ଅର୍ଥ ଲାଭ ହେବ। ସମାଜରେ ପ୍ରଶଂସା ପାଇବ। ଆପଣଙ୍କ କାର୍ଯ୍ୟକୁ ନେଇ ଆଜି ସବୁ ସ୍ଥାନରେ ପ୍ରଶଂସିତ ହେବେ।

    ବିଛା : ଭଲପାଉଥିବା ବ୍ୟକ୍ତିଙ୍କ ଠାରୁ ଉପହାର ପାଇବେ। ସୁସମ୍ୱାଦ ପ୍ରାପ୍ତ ହେବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। ଆଜି କିଛି ଏଭଳି କାର୍ଯ୍ୟ କରିବେ ଯାହାକି ସ୍ମରଣୀୟ ହୋଇ ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ