Monday, October 19, 2026
21.6 C
Odisha

    ନେଗେଟିଭ ଥଟ୍ସ କାହିଁକି ଆସେ ? କିପରି ରଖିବେ ନିଜକୁ ଏଥିରୁ ଦୁରେଇ

    ଆଗକୁ ପଢନ୍ତୁ

    ଆଜିର ବ୍ୟସ୍ତ ବହୁଳ ଜୀବନରେ ଏହା ଅସମ୍ଭବ ହୋଇ ପଡିଛି, କାହିଁକିନା ପ୍ରତ୍ୟେକ ବ୍ୟକ୍ତି କିଛିନା କିଛି ମାନସିକ ଚାପରେ ପୀଡିତ ହେଉଛନ୍ତି ଏବଂ ଏହା ମସ୍ତିଷ୍କକୁ ନେଗେଟିଭ ଥଟ୍ସ ଆଡକୁ ଟାଣିନେଉଛି ଏବଂ ଏହା ମଣିଷକୁ ରୋଗ ଆଡକୁ ଟାଣିନେଉଛି l ସର୍ବ ପ୍ରଥମେ ଜାଣିବା ନେଗେଟିଭ  ଥଟ୍ସ କାହିଁକି ଆସିଥାଏ?

    ନେଗେଟିଭ ଥଟ୍ସ ଅଧିକାଂଶ କାରଣରୁ ଆସିଥାଏ, କାମର ଚାପ, ବ୍ୟକ୍ତିଗତ ସମସ୍ୟା, ସାମାଜିକ ପରିସ୍ଥିତି କିମ୍ବା ଅତୀତର କିଛି କଷ୍ଟ ଦାୟକ କଥା l ଯେତେବେଳେ ଆମେ କାମର ପ୍ରେସରକୁ ଅନୁଭବ କରିଥାଉ ସେତେବେଳେ ମସ୍ତିଷ୍କ ଚିନ୍ତାଗ୍ରସ୍ତ ହୋଇଯାଇଥାଏ ଏବଂ ସେତେବେଳେ  ମନରେ ନେଗେଟିଭ ଚିନ୍ତା ଆସିଥାଏ l ସେହି ସମୟରେ ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କ ଚିନ୍ତା ମଧ୍ୟ ମନକୁ ଭାରାକ୍ରାନ୍ତ କରିଦେଇଥାଏ lକାହା ସହିତ ଝଗଡା କରିବା
    ନିଜେ ବ୍ୟକ୍ତି ସଟ ଟେମ୍ପର ହେବା
    ଅତ୍ୟଧିକ ଇମୋସନାଲ ହେବା

    ନେଗେଟିଭସ୍ ଥଟ୍ସ କୁ ଦୂରେଇବାର ଉପାୟ –
    ମନକୁ ଶାନ୍ତ ରଖିବା ଜରୁରୀ
    ନିୟମିତ ମେଡିଟେସନ କରିବା
    ନିଜକୁ ବ୍ୟସ୍ତ ରଖିବା ପାଇଁ କିଛିଟା ଫିଜିକାଲ ଆକ୍ଟିଭିଟି କରିବା
    ଭଲ ନିଦ୍ରାରେ ଶୋଇବା
    ନିଜର ଛୋଟ ଛୋଟ ଖୁସିକୁ ଜଗବl

    ପର ଆଲୋଚନାରେ ସମୟ ବ୍ୟର୍ଥ କରନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ