Monday, October 19, 2026
21.6 C
Odisha

    ପଞ୍ଜୀକରଣ କରିଥିବା ସବୁ ଚାଷୀଙ୍କ ଠାରୁ କିଣାଯିବ ଧାନ : ଯୋଗାଣ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସବୁ ଚାଷୀଙ୍କ ଠାରୁ କିଣାଯିବ ଧାନ । ପଞ୍ଜୀକରଣ କରିଥିବା ସବୁ ଚାଷୀଙ୍କ ଠାରୁ ଧାନ କିଣିବାକୁ ଯୋଗାଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି। ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଚଳିତ ଥର ୨୨ଲକ୍ଷ ୨୮ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ସମସ୍ତ ଚାଷୀଙ୍କଠାରୁ ଧାନ କିଣାଯିବ। ପଞ୍ଜୀକରଣ କରିଥିବା ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କଠାରୁ ଆମେ ନିଶ୍ଚିତ ଭାବେ ସମସ୍ତ ଧାନ କ୍ରୟ କରିବୁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ