ଭୁବନେଶ୍ୱର : ପରିବାରକୁ ସଂଘବଦ୍ଧ ଆକ୍ରମଣ । ଦିଗପହଣ୍ଡି ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁରେ ସଂଘବଦ୍ଧ ଆକ୍ରମଣ । ଗୋଟିଏ ପରିବାରକୁ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆଟାକ୍ । ବାପା-ମାଆ ଓ ପୁଅଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କଲେ ଦୁର୍ବୃତ୍ତ । ବ୍ୟାବସାୟିକ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା । ଗୁରୁତର ଆହତ ପୁଅ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

