Sunday, October 11, 2026
22.1 C
Odisha

    ପରିବାରକୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଆହତ ପୁଅ ଚିକିତ୍ସିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପରିବାରକୁ ସଂଘବଦ୍ଧ ଆକ୍ରମଣ । ଦିଗପହଣ୍ଡି ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁରେ ସଂଘବଦ୍ଧ ଆକ୍ରମଣ । ଗୋଟିଏ ପରିବାରକୁ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆଟାକ୍ । ବାପା-ମାଆ ଓ ପୁଅଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କଲେ ଦୁର୍ବୃତ୍ତ । ବ୍ୟାବସାୟିକ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା । ଗୁରୁତର ଆହତ ପୁଅ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ