Sunday, October 11, 2026
22.1 C
Odisha

    ରାଜଧାନୀରେ ଭୟଙ୍କର ଦୁର୍ଘଟଣା,ପୁଣି ଜୀବନ ନେଲା ଥର୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ପୁଣି ଥର୍ ଆତଙ୍କ ।ପୁଣି ଜୀବନ ନେଲା ଥର୍ । କ୍ୟାପିଟାଲ ହସପିଟାଲ ଛକରେ ଭୟଙ୍କର ଦୁର୍ଘଟଣା । ଦ୍ରୁତ ବେଗରେ ଆସି ବାଇକକୁ ଧକ୍କା ଦେଲା ଥର୍ । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଏଜି ଛକରୁ ଏୟାରପୋର୍ଟ ଆଡ଼କୁ ଯିବା ବେଳେ ଘଟିଛି ଏହି ଦୁର୍ଘଟଣା । ଏକ ବୁଲେଟରେ ତିନି ଜଣ ଯାଉଥିବା ଯୁବକଙ୍କୁ ଧକ୍କା ଦେବାରୁ ଡିଭାଇଡର ପିଟିହୋଇ ଜଣଙ୍କ ଜୀବନ ଯାଇଛି । ମୃତ ଯୁବକ ଓଲଡ ଟାଉନ ଅଞ୍ଚଳର। ଆଉ ଦୁଇ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଥର ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ