Saturday, March 14, 2026
35.3 C
Odisha

    ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁ ମୃତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁ ମୃତ। କଟକ ବଡ଼ମ୍ବା ଥାନା ରଗଡ଼ିପଡ଼ା ଗାଁରେ ଦୁଃଖଦ ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୨ ବାଳକ ଜଣେ ବାଳିକା ଅଛନ୍ତି । ମାମୁଙ୍କ ଘରକୁ ବୁଲିବାକୁ ଆସିଥିଲେ ୩ ଶିଶୁ । ବଡ଼ମ୍ବା ମେଡିକାଲରେ ୩ ଶିଶୁଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଖେଳିବା ବେଳେ ଅସାବଧାନତାରୁ ପଡ଼ିଯାଇଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    10 %
    0.5kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ