Sunday, October 18, 2026
21.4 C
Odisha

    ପାଣି କମୁଛି, ଦୁର୍ଦ୍ଦଶା ବଢୁଛି; ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର

    ଆଗକୁ ପଢନ୍ତୁ

    ଜଳେଶ୍ୱର : ପାଣି କମୁଛି, ଦୁର୍ଦ୍ଦଶା ବଢୁଛି । ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ରାଜଘାଟଠାରେ ୯.୮୪ ମିଟରରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର କମିଥିଲେ ମଧ୍ୟ ଏବେବି ପାଣି ଘେରରେ ଲୋକ । ଚାଷଜମିରେ ଲହଡି ମାରୁଛି ପାଣି । ସୁବର୍ଣ୍ଣରେଖାରେ ଷଷ୍ଠ ଥର ବନ୍ୟା ଯୋଗୁ ବାଲିଆପାଳ ବ୍ଲକର ୮ଟି ପଂଚାୟତର ୪୦ରୁ ଗାଁ ଓ ଜଳେଶ୍ବର ବ୍ଳକର ୬ଟି ପଂଚାୟତର ୩୦ ଗାଁ ପ୍ରଭାବିତ ହୋଇଛି । ଏହାସହ ଭୋଗରାଇ ବ୍ଲକର ୯ଯି ପଂଚାୟତର ୫୦ରୁ ଉର୍ଦ୍ଧ୍ବ ଗାଁରେ ପାଣି ପଶିଛି । ଏହାସହ ବନ୍ୟାପାଣିରେ ବୁଡି ରହିଛି ଚାଷଜମି । ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ