Thursday, September 19, 2024
23 C
Odisha

    ପାଣି କମ୍ ପିଇବା ହୋଇପାରେ କ୍ଷତିକାରକ

    ଆଗକୁ ପଢନ୍ତୁ

    ଆପଣଙ୍କ ହୃଦୟର ସ୍ୱାସ୍ଥ୍ୟ ଆପଣଙ୍କ ଆପଣଙ୍କ ଖାଇବା ପିଇବା ସହିତ ଜଡିତ । ଆପଣ ପ୍ରତି ଦିନ କ’ଣ ଖାଉଛନ୍ତି ତାହା ଆପଣଙ୍କ ଶରୀରକୁ ପ୍ରଭାବିତ କରିବା ସହିତ ତାହା ଆପଣଙ୍କ ହୃଦୟକୁ ମଧ୍ୟ ପ୍ରଭାବିତ କରିଥାଏ । ହୃଦୟକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଧମନୀ ଏବଂ ଶିରକୁ ସୁସ୍ଥ ରଖିବାକୁ ପଡିବ । କିନ୍ତୁ ଆମ ଖାଦ୍ୟପାନ୍ୟ ଏବଂ ଆମ ଜୀବନଶୈଳୀ ଏଗୁଡିକୁ ପ୍ରଭାବିତ କରିଥାଏ । ଯାହଦ୍ୱାରା ହୃଦଘାତ ପରି ସମସ୍ୟା ଦେଖା ଦେଇଥାଏ । କମ ପାଣି ପିଇବା ଦ୍ୱାରା ଆପଣଙ୍କ ଶିର ଏବଂ ଧମନୀରେ ଜମିଥିବା ମଇଲା ସଫା ହୋଇ ନଥାଏ । ଏବଂ ଏହା ଦ୍ୱାରା ଆପଣଙ୍କ ଶିରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇ ନଥାଏ । କମ ପାଣି ପିଇବା ଦ୍ୱାରା ଏହା କିପରି ଆପଣଙ୍କ ହୃଦୟକୁ ପ୍ରଭାବିତ କରିଥାଏ ଏବଂ କେଲେଷ୍ଟ୍ରଲ କିପରି ବଢାଇ ଥାଏ ଆସନ୍ତୁ ଜାଣିବା । କମ ପାଣି ପିଇବା ଏହା ଆପଣଙ୍କ କୋଲେଷ୍ଟ୍ରଲ ସ୍ତରକୁ ପ୍ରଭାବିତ କରିଥାଏ । ପାଣି ରେଡିଟକ୍ସାଇଙ୍ଗ ଏଜେଣ୍ଟ ଥାଏ ଯାହା କୋଲେଷ୍ଟ୍ରଲ ସ୍ତରକୁ ବଢାଇଥାଏ । ଏହା ରକ୍ତରେ ଅଧିକ କୋଲେଷ୍ଟ୍ରଲ ବୃଦ୍ଧି କରିଥାଏ ଯାହା ଦ୍ୱାରା ହୃଦଘାତ ପରି ସମସ୍ୟା ଦେଖା ଦେଇଥାଏ ।

    ହୃଦୟକୁ ସୁସ୍ଥ ରଖିବା ପାଇଁ ପାଣି ନିହାତି ଆବଶ୍ୟକ । ପାଣି ଦ୍ୱାରା ହୃଦୟ ଠିକ ଭାବରେ କାମ କରିଥାଏ । ଏବଂ ରକ୍ତ ସଂଚାଳନା ଠିକ ଭାବରେ ହୋଇଥାଏ । ଏହା ଛଡା ଅମ୍ଳଜାନ ଠିକ ଭାବରେ ପ୍ରଭାବିତ ହୋଇଥାଏ । ପାଣି ଦ୍ୱାରା ରକ୍ତ ଠିକ ଭାବରେ ପ୍ରଭାବିତ ହୋଇଥାଏ ଯାହା ଦ୍ୱାରା ଅନ୍ୟ ଅଙ୍ଗ ଗୁଡିକ ମଧ୍ୟ ଠିକ ଭାବରେ କାମ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ