Sunday, February 1, 2026
24.7 C
Odisha

    ପାନ ଦୋକାନୀଙ୍କୁ ନୃଶଂସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ଜଗତସିଂହପୁର: ପାନ ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା । ଜଗତସିଂହପୁର ସଦର ଥାନା ଯୋଗଧାରି ଠାରେ ନୃଶଂସ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ବଳରାମପୁର ପଞ୍ଚାୟତ ଗୋପ ଗ୍ରାମର ଚୈତନ୍ୟ ପୋଥାଳଙ୍କ ପୁଅ ଜ୍ଞାନ ରଂଜନ ପୋଥାଳ । ସେ ଯୋଗଧାରି ଛକରେ ନିଜ ପାନଦୋକାନ ବନ୍ଦ କରି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଛି । ତାଙ୍କୁ କିଏ ଆଉ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରୁ କଟୁରୀ ଜବତ କରି ତଦନ୍ତ କରୁଛି ସଦର ଥାନା ପୋଲିସ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    31 %
    1.9kmh
    93 %
    Sun
    23 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ