Thursday, September 17, 2026
30 C
Odisha

    ପାନ ଦୋକାନୀଙ୍କୁ ନୃଶଂସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ଜଗତସିଂହପୁର: ପାନ ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା । ଜଗତସିଂହପୁର ସଦର ଥାନା ଯୋଗଧାରି ଠାରେ ନୃଶଂସ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ବଳରାମପୁର ପଞ୍ଚାୟତ ଗୋପ ଗ୍ରାମର ଚୈତନ୍ୟ ପୋଥାଳଙ୍କ ପୁଅ ଜ୍ଞାନ ରଂଜନ ପୋଥାଳ । ସେ ଯୋଗଧାରି ଛକରେ ନିଜ ପାନଦୋକାନ ବନ୍ଦ କରି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଛି । ତାଙ୍କୁ କିଏ ଆଉ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରୁ କଟୁରୀ ଜବତ କରି ତଦନ୍ତ କରୁଛି ସଦର ଥାନା ପୋଲିସ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ