Friday, April 3, 2026
39 C
Odisha

    ପୀତବାସ ପଣ୍ଡା ହତ୍ୟା ଘଟଣା: ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଜେରା, ଆଉ ଦୁଇ ଜଣଙ୍କୁ ଉଠାଇ ଆଣିଲା ପୋଲିସ

    ଆଗକୁ ପଢନ୍ତୁ

     

    ସୂଚନା ଅନୁସାରେ ଅକ୍ଟୋବର ୬ ରାତି ୧୦ଟା ୧ରେ ପୀତବାସଙ୍କ ଘର ନିକଟ ଛକରେ କୁରୁପତି ଦେଶୀ ବନ୍ଧୁକରେ ପୀତବାସଙ୍କ ଉପରେ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ପୀତାବାସଙ୍କ ମୃତ୍ୟୁ ହୋଇଥିଲା । ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ସମେତ ଏଯାଏ ୧୪ ଜଣ ଗିରଫ ହୋଇଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ