Friday, March 20, 2026
21.7 C
Odisha

    ପୀତବାସ ହତ୍ୟା ମାମଲା : ୯ ସୁଦ୍ଧା ସିଡି ଦାଖଲ ନିର୍ଦେଶ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର   :   ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସନ୍ତା ୯ ତାରିଖ ସୁଦ୍ଧା ଅଦାଲତରେ କେସ ଡାଏରୀ(ସିଡି) ଦାଖଲ କରିବାକୁ ଜିଲ୍ଲା ଜଜ ମାମଲାର ତଦନ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ସମେତ ମୋଟ ୫ ଜଣଙ୍କୁ ଖଲାସ କରିବା ପାଇଁ ଦାୟର ହୋଇଥିବା ପିଟିସନର ଶୁଣାଣି ବେଳେ ଜିଲା ଜଜ୍ ପୁଲିସକୁ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ସିଡି ଦାଖଲ ପାଇଁ ମାମଲାର ତଦନ୍ତ ଅଧିକାରୀ ତଥା ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରିୟସରଞ୍ଜନ ଛୋଟରାୟ ଅଦାଲତକୁ କିଛିଦିନ ସମୟ ମାଗିଥିଲେ। ସେହିକ୍ରମରେ ଆସନ୍ତା ୯ ତାରିଖ ସୁଦ୍ଧା ସିଡି ଦାଖଲ ପାଇଁ ଅଦାଲତ ଅନୁମତି ଦେଇଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ