Friday, March 27, 2026
31.5 C
Odisha

    ପୁରୀରେ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ : ଅଭିନେତୀ ପତ୍ନୀ ସୋଭିତା ଧୁଲିପାଲାଙ୍କ ସହ କଲେ ଜଗା ଦର୍ଶନ

    ଆଗକୁ ପଢନ୍ତୁ

    ପୁରୀ  : ପୁରୀରେ ସାଉଥ ସୁପରଷ୍ଟାର । ଅଭିନେତ୍ରୀ ପତ୍ନୀଙ୍କ ସହ କଲେ ଜଗନ୍ନାଥ ଦର୍ଶନ । ପୁରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ସାଉଥ ହାର୍ଟଥ୍ରୋବ ଅକିନେନି ନାଗା ଚୈତନ୍ୟ । ବଲିଉଡ ଅଭିନେତୀ ପତ୍ନୀ ସୋଭିତା ଧୁଲିପାଲାଙ୍କ ସହ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନାଗା । ଦର୍ଶନ ପରେ ଜୟ ଜଗନ୍ନାଥ ନାମ ନେଇଥିଲେ ନାଗା ଚୈତନ୍ୟ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡରେ ମଧ୍ୟ କାର୍ଯ୍ୟ କରିଛନ୍ତି ନାଗା ଚୈତନ୍ୟ । ତାଙ୍କ ବାପା ନାଗାର୍ଜୁନ ମଧ୍ୟ ସୁପରଷ୍ଟାର ଭାବେ ବେଶ ପରିଚିତ । ପ୍ରଥମ ପତ୍ନୀ ସମାନ୍ଥା ରୁଥ ପ୍ରଭୁଙ୍କ ସହ ବିବାହ ବିଚ୍ଛେଦ ପରେ ସୋଭିତାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି ଚୈତନ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ