Tuesday, April 7, 2026
25.2 C
Odisha

    ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ। ଆପ୍ରୋନ ପିନ୍ଧି ଷ୍ଟେଥୋ ପକାଇ ୭ ଦିନ ହେଲା ୱାର୍ଡ ବୁଲୁଥିଲେ,ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ କିନ୍ତୁ ଔଷଧ ଲେଖୁ ନ ଥିଲେ।ଅଭିଯୁକ୍ତର ବୟସ କମ୍ ହୋଇଥିବାରୁ ପ୍ରଥମେ ସନ୍ଦେହ କରିଥିଲେ ନର୍ସିଂ ଷ୍ଟାଫ୍। ନର୍ସିଂ ଷ୍ଟାଫଙ୍କ ଅଭିଯୋଗ ପରେ ହିଁ ନକଲି ଡାକ୍ତରଙ୍କୁ ଗିରଫ କଲା ମେଡିକାଲ ଫାଣ୍ଡି।ଗିରଫ ନକଲି ଡାକ୍ତର ପୁରୀସ୍ଥିତ ଏସସିଏସ୍ କଲେଜର ଯୁକ୍ତ ୨ ବିଜ୍ଞାନ ଛାତ୍ର ହୋଇଥିବା ଜଣାପଡ଼ିଛି।ନକଲି ଡାକ୍ତରଙ୍କ ଠାରୁ ବିଭିନ୍ନ ପ୍ରକାର ଔଷଧ ଏବଂ ସାଲାଇନ ଜବତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ