Friday, January 23, 2026
16.2 C
Odisha

    ପୋଲତଳୁ ମିଳିଛି ମଣିଷ ହାଡ଼ ଓ ଖପୁରୀ

    ଆଗକୁ ପଢନ୍ତୁ

    ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବେତଡା ସଂସ୍କୃତି ମହାବିଦ୍ୟାଳୟ ନିକଟ ପୋଲତଳୁ ମଙ୍ଗଳବାର ମଣିଷ ହାଡ଼ ଓ ଖପୁରୀ ଠାବ ହୋଇଛି। ସ୍ଥାନୀୟ ଲୋକ ମାଛ ଧରୁଥିବାବେଳେ ଏସବୁ ଠାବ କରିଥିବାବେଳେ ପୁଲିସକୁ ଖବର ଦେଇଛନ୍ତି। ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ଼ ଜମିଛି।ପୁଲିସ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.2 ° C
    16.2 °
    16.2 °
    75 %
    2.2kmh
    0 %
    Thu
    16 °
    Fri
    29 °
    Sat
    30 °
    Sun
    31 °
    Mon
    32 °

    ସମ୍ବନ୍ଧିତ