Tuesday, September 29, 2026
23.2 C
Odisha

    ପୋଲତଳୁ ମିଳିଛି ମଣିଷ ହାଡ଼ ଓ ଖପୁରୀ

    ଆଗକୁ ପଢନ୍ତୁ

    ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବେତଡା ସଂସ୍କୃତି ମହାବିଦ୍ୟାଳୟ ନିକଟ ପୋଲତଳୁ ମଙ୍ଗଳବାର ମଣିଷ ହାଡ଼ ଓ ଖପୁରୀ ଠାବ ହୋଇଛି। ସ୍ଥାନୀୟ ଲୋକ ମାଛ ଧରୁଥିବାବେଳେ ଏସବୁ ଠାବ କରିଥିବାବେଳେ ପୁଲିସକୁ ଖବର ଦେଇଛନ୍ତି। ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ଼ ଜମିଛି।ପୁଲିସ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ