Wednesday, March 25, 2026
25.5 C
Odisha

    ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା, ପଞ୍ଚମ ଦଲାଲ ଅରବିନ୍ଦ ଦାସକୁ ଗରିଫ କଲା କ୍ରାଇମବ୍ରାଞ୍ଚ

    ଆଗକୁ ପଢନ୍ତୁ

    ବାଲେଶ୍ବର : ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ପଞ୍ଚମ ଦଲାଲ ଗିରଫ। ବାଲେଶ୍ବର ସିଂଲା ଥାନା ଅନ୍ତର୍ଗତ ନବରା ଗାଁର ଅରବିନ୍ଦ ଦାସଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ତାଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି। ତାଙ୍କ ଲିଙ୍କ୍ ର ପ୍ରମାଣ ମିଳିଛି। ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିରେ ତନାଘନା ଜୋରଦାର କରିଛି କ୍ରାଇମବ୍ରାଞ୍ଚ।

    କିଙ୍ଗପିନ ଶଙ୍କର ପୃଷ୍ଟି ଲିଙ୍କରେ ଭୁବନେଶ୍ବର ରଘୁନାଥପୁରରେ ଥିବା ଅନଲାଇନ ପରୀକ୍ଷା କେନ୍ଦ୍ର ଲିଙ୍ଗରାଜ ଇନଫୋ ସୋଲ୍ ରେ ରେଡ୍ କରି ଏହାକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ। ଏବେବି ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ପାଖରେ ପହଞ୍ଚି ପାରିନାହାନ୍ତି ତଦନ୍ତକାରୀ ଟିମ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.5 ° C
    25.5 °
    25.5 °
    64 %
    2.1kmh
    39 %
    Wed
    26 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ