Sunday, May 4, 2025
24.7 C
Odisha

    ପ୍ରେମିକର ମୃତ୍ୟୁ ଖବର ଶୁଣି ମହାନଦୀକୁ ଡେଇଁଲେ ଯୁବତୀ!

    ଆଗକୁ ପଢନ୍ତୁ

    ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଲେ ଯୁବତୀ ! ପୋଲ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ । ତିର୍ତ୍ତୋଲ ଥାନା ତାରତୋଲଠାରେ ମହାନଦୀକୁ ଡେଇଁଲେ । ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଥିବା ଗ୍ରାମବାସୀଙ୍କ ସୂଚନା । ଆଜି ତାରତୋଲ ଗାଁ ଆମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି । ତିର୍ତ୍ତୋଲ ଥାନା ତାର୍ତ୍ତୋଲ ମହାନଦୀ ପୋଲ ଉପରେ ଘଟିଛି ଏପରି ଘଟଣା । ପ୍ରତେକ୍ଷ୍ୟ ଦର୍ଶୀ ଙ୍କ କହିବା ଅନୁଯାୟୀ, ଯୁବତୀ ଜଣକ ଜୈନିକ ବ୍ୟକ୍ତିଙ୍କ ସହ ଲିଫ୍ଟରେ ଏକ ବାଇକରେ ଆସି ତାର୍ତ୍ତୋଲ ପୋଲ ଉପରେ ଓଲ୍ହାଇ ଥିଲେ ଓ ସଂଗେ ସଂଗେ ମହାନଦୀକୁ ଡେଇଁ ପଡିଥିଲେ । ଅଗ୍ନିଶମ ବାହିନୀ ପହଂଚି ଥିଲେ ବି ବୋଟର ଯାନ୍ତିକ ତ୍ରୁଟି ଯୋଗୁଁ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିଲା। ସର୍ଚ୍ଚ ଅପରେସନରେ ଦୀର୍ଘ ସମୟ ବିଳମ୍ବ କୁ ନେଇ ସ୍ଥାନୀୟ ବ୍ୟକ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    67 %
    1.6kmh
    92 %
    Sat
    24 °
    Sun
    39 °
    Mon
    39 °
    Tue
    41 °
    Wed
    41 °

    ସମ୍ବନ୍ଧିତ