Wednesday, April 2, 2025
35.5 C
Odisha

    ପ୍ରେମିକାକୁ ଘରକୁ ଡାକି ନିଶା ଦେଇ ଦୁଷ୍କର୍ମ, ଭିଡିଓ ଭାଇରାଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀରେ ପୁଣି ଲଭ୍ ସେକ୍ସ ଓ ଧୋକା ଅଭିଯୋଗ । ଭୁବନେଶ୍ବର ମହିଳା ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତା । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ବିଷୟରେ କଥା ହେବାକୁ ଅଭିଯୁକ୍ତ ପ୍ରେମିକ ଘରକୁ ଡାକିଥିଲେ । ଭୁବନେଶ୍ବର ୟୁନିଟ -୬ ଅଞ୍ଚଳର ଏକ ଘରକୁ ଡାକି ସେଠାରେ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ପରେ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ସମୟର ଭିଡିଓକୁ ଭାଇରାଲ କରିଥିଲେ । ଥାନାରେ ଅଭିଯୋଗ କଲେ ଏସିଡ ଫିଙ୍ଗି ମାରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ ପ୍ରେମିକ । ଏ ନେଇ ମହିଳା ଥାନାରେ ଏଭଳି ସଙ୍ଗୀନ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.5 ° C
    35.5 °
    35.5 °
    28 %
    1.2kmh
    32 %
    Wed
    39 °
    Thu
    40 °
    Fri
    39 °
    Sat
    42 °
    Sun
    42 °

    ସମ୍ବନ୍ଧିତ