Saturday, January 31, 2026
17.6 C
Odisha

    ବଜ୍ରାଘାତରେ ଚାଲିଗଲା ମାଆ-ପୁଅଙ୍କ ଜୀବନ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଜହ୍ନିମୂଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ବଜ୍ରାଘାତରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି। ବିଲରେ କାମ ସାରି ଘରକୁ ଫେରୁଥିବା ବେଳେ ଅଚାନକ ବର୍ଷା ସହ ବଜ୍ରଘାତ ହେବାରୁ ମାଆ-ପୁଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
    ମିଳିଥିବା ସୂଚନାମୁତାବକ ଜହ୍ନିମୂଳ ଗାଁର ୱାର୍ଡ ମେମ୍ବର ରବୀନ୍ଦ୍ର ବାରିକ ଓ ତାଙ୍କ ମା ଶଶିଲେଖା ବାରିକ ଚାଷ ଜମିକୁ ମୁଗ ଉପାଡ଼ିବାକୁ ଯାଇଥିଲେ । ମୁଗ ଉପାଡୁଥିବା ବେଳେ ଅପରାହ୍ନ ପ୍ରାୟ ୫ଟାରେ ହଠାତ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ମେଘକୁ ଦେଖି ମା-ପୁଅ ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଯେଉଁଥିଲେ ମା-ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    17.6 ° C
    17.6 °
    17.6 °
    80 %
    2.2kmh
    44 %
    Fri
    17 °
    Sat
    31 °
    Sun
    31 °
    Mon
    32 °
    Tue
    32 °

    ସମ୍ବନ୍ଧିତ