Sunday, October 4, 2026
28.6 C
Odisha

    ବାପାର ଟାଙ୍ଗିଆ ଚୋଟରେ ପୁଅ ରକ୍ତାକ୍ତ

    ଆଗକୁ ପଢନ୍ତୁ

    ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଘୁଙ୍ଗିନାଳୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ କୌଣସି କଥାକୁ ନେଇ ବାପା ରାଜେନ୍ଦ୍ର ଲୋଇ(୫୦) ଓ ପୁଅ ମନୋଜ ଲୋଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ତୀବ୍ର ରୂପ ନେଇଥିଲା। ଉତକ୍ଷିପ୍ତ ହୋଇ ବାପା ରାଜେନ୍ଦ୍ର ଲୋଇ ପୁଅ ମନୋଜଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ପୁଅ ଗୁରୁତର ହୋଇଥିଲା। ଏହାପରେ ପଡ଼ୋଶୀଙ୍କ ସହାୟତାରେ ରାଜେନ୍ଦ୍ର ଲୋଇ ପୁଅ ମନୋଜଙ୍କୁ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ମନୋଜଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏଯାଏ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ