Thursday, May 8, 2025
32.1 C
Odisha

    ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ : ଟିକେଟ ଦର କମାଇଲା ଓସିଏ

    ଆଗକୁ ପଢନ୍ତୁ

    ବାରବାଟୀ ଦିନିକିଆ ପାଇଁ କମିଲା ଟିକେଟ ଦର। ଓସିଏ ଫେବୃୟାରୀ ୯ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ ଟିକେଟ ଦର ସର୍ବନିମ୍ନ ୧୦୦ ଟଙ୍କା ହ୍ରାସ କରିଛି। ପ୍ରଥମେ ଗ୍ୟାଲେରୀ ୧ ଓ ୩ର ଟିକେଟ ଦର ୧୨୦୦ ରହିଥିଲା। ଏବେ ଏହା ୧୧୦୦ ହୋଇଛି। ୧୫୦୦ ଥିବା ଗ୍ୟାଲେରୀ ୫ର ଦର ୧୨୦୦ ହୋଇଛି। ଗ୍ୟାଲେରୀ ୨ ଓ ୪ର ଦର୧୦୦୦ ଥିବା ବେଳେ ଏହା ୯୦୦ ହୋଇଛି। ଗ୍ୟଲେରୀ ୭ର ଦର ୮୦୦ ଥିବା ବେଳେ ଏହା ୭୦୦ ହୋଇଛି। ସ୍ପେଶାଲ ଏନ୍‌କ୍ଲୋଜର ୭ ହଜାର ଥିବା ବେଳେ ଏହା ୬ ହଜାର ହୋଇଛି। ଏସି ଗ୍ୟାଲେରୀ ବକ୍ସର ଦର ୯ ହଜାର ଥିବା ବେଳେ ଏହା ୮ ହଜାର ହୋଇଛି। ମାତ୍ର କର୍ପୋରେଟ ବକ୍ସ ୨୦ ହଜାର, ନିଉ ପ୍ୟାଭିଲିଅନ୍‌ ୧୦ ହଜାର ସହ ଅପରିବର୍ତ୍ତିତ ରହିଛି। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.1 ° C
    32.1 °
    32.1 °
    35 %
    2.6kmh
    100 %
    Thu
    30 °
    Fri
    38 °
    Sat
    39 °
    Sun
    41 °
    Mon
    42 °

    ସମ୍ବନ୍ଧିତ