Thursday, July 16, 2026
26.8 C
Odisha

    ବାଲେଶ୍ୱର SP ଙ୍କ ଦ୍ଵାରା ସସପେଣ୍ଡ ହେଲେ ୫ କନଷ୍ଟେବଳ

    ଆଗକୁ ପଢନ୍ତୁ

    ବାଲେଶ୍ୱର  :  କାର୍ଯ୍ୟରେ ଅବହେଳା ଅଭିଯୋଗରେ ୫ କନଷ୍ଟେବଳଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । ବାଲେଶ୍ୱର ଜିଲ୍ଲାପାଳ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତଥିଲେ ଉକ୍ତ କନଷ୍ଟେବଳ । କାର୍ଯ୍ୟରେ ଅନୀୟମିତା ସାଙ୍ଗକୁ ମନମୁଖୀ ଭାବେ ଡ୍ୟୁଟି କରିବା ନେଇ ଅଭିଯୋଗ ଆସିଥିଲା ସେମାନଙ୍କ ନାଁରେ । ବାରମ୍ବାର ତାଗିଦ୍ ସତ୍ତେ୍ୱ ଡ୍ୟୁଟିକୁ ସେମାନେ ଗୁରୁତ୍ୱ ଦେଉ ନ ଥିଲେ । ଯାହାଫଳରେ ବାଲେଶ୍ୱର SP ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.8 ° C
    26.8 °
    26.8 °
    79 %
    2kmh
    100 %
    Thu
    30 °
    Fri
    27 °
    Sat
    25 °
    Sun
    26 °
    Mon
    29 °

    ସମ୍ବନ୍ଧିତ