Friday, June 6, 2025
36.1 C
Odisha

    ବିଜେଡିରୁ ମମତା ଇସ୍ତଫା ,ବିଜେପିରେ ଯୋଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି ମମତା ମହନ୍ତ। ଗତକାଲି ମମତା ବିଜେଡିରୁ ଇସ୍ତଫା ଦେଇଥିଲେ ଓ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସିତ ସରକାର ବିଜେପି ଦଳରେ ଯୋଗ ଦେଇଛନ୍ତି ।ମମତାଙ୍କ ବିଜେପିରେ ସାମିଲ ହେବା ପୂର୍ବରୁ ରାଜ୍ୟସଭାରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ବିଜେପିରେ ସାମିଲ ହେବା ପରେ ମମତା କହିଛନ୍ତି ଯେ ଲୋକଙ୍କ ସେବା କରିବା ତାଙ୍କ ପ୍ରାଥମିକ ଲକ୍ଷ୍ୟ ଅଟେ । ବିଜେପି ଅଧ୍ୟକ୍ଷଙ୍କ ସମେତ ସେ ବିଜେପି ପ୍ରଭାରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । କୁଡମୀ ସମାଜ ପ୍ରତି ଅଧିକ କାମ କରିବାକୁ ସେ ଇଚ୍ଛା ରଖିଛନ୍ତି ବୋଲି ମଧ୍ୟ ଜଣାଇଛନ୍ତି । ମୋଦୀଙ୍କ ବିଚାର ତାଙ୍କୁ ଅନୁପ୍ରାଣିତ କରିବାରୁ ସେ ବିଜେପିରେ ଯୋଗ ଦେଇଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.1 ° C
    36.1 °
    36.1 °
    28 %
    2.5kmh
    63 %
    Fri
    36 °
    Sat
    41 °
    Sun
    41 °
    Mon
    44 °
    Tue
    41 °

    ସମ୍ବନ୍ଧିତ