Sunday, July 20, 2025
25 C
Odisha

ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, କାହାକୁ କେଉଁଠୁ ମିଳିଲା ଟିକେଟ

ଆଗକୁ ପଢନ୍ତୁ

ଭୁବନେଶ୍ୱର: ପ୍ରକାଶ ପାଇଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୯ ଜଣ ବିଧାନସଭା ପ୍ରାର୍ଥୀ ଓ ବାଲେଶ୍ବର ଲୋକସଭା ପ୍ରାର୍ଥୀ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନଜର ପକାନ୍ତୁ କାହାକୁ କେଉଁ ଆସନ କାହାକୁ ମିଳିଲା ଟିକେଟ ।

ଲକ୍ଷ୍ମୀପୁର- ପ୍ରଭୁ ଜାନୀ

ପାରାଦୀପ- ଗୀତାଞ୍ଜଳି ରାଉତରାୟ

ରେଢାଖୋଲ- ରୋହିତ ପୂଜାରୀ

ତେଲକୋଇ- ମାଧବ ସର୍ଦ୍ଦାର

ତାଳଚେର- ବ୍ରଜ କିଶୋର ପ୍ରଧାନ

ନର୍ଲା – ମନୋରମା ମହାନ୍ତି

ବାଲିଗୁଡା- ଚକ୍ରମଣି କହଁର

ଭୁବନେଶ୍ବର( ମଧ୍ୟ)- ଅନନ୍ତ ନାରାୟଣ ଜେନା

ବାଲେଶ୍ବର ଲୋକସଭା ପ୍ରାର୍ଥୀ – ଲେଖାଶ୍ରୀ ସାମନ୍ତସିଂହାର

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
25 ° C
25 °
25 °
90 %
0.6kmh
100 %
Sat
25 °
Sun
30 °
Mon
31 °
Tue
33 °
Wed
31 °

ସମ୍ବନ୍ଧିତ