Saturday, September 6, 2025
29.1 C
Odisha

    ବିଜେପିରେ ମିଶିଲେ ବକ୍ସର ବିଜେନ୍ଦ୍ର ସିଂହ

    ଆଗକୁ ପଢନ୍ତୁ

    ପୁଣି କଂଗ୍ରେସକୁ ଝଟକା । ଦଳ ଛାଡ଼ିଲେ ବକ୍ସର ବିଜେନ୍ଦ୍ର ସିଂହ । ସେ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି । ତେବେ ସେ ବିଜେପିରେ ସାମିଲ ହେବା ପରେ ୨୧ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀ ପୋଷ୍ଟ କରିଥିବା ଏକ ଲେଖା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ରାଜେନୖତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଯେଉଁଥିରେ ରାହୁଲ ଗାନ୍ଧୀ ଲେଖିଥିଲେ କି, ‘ଆଜି ଜଣେ ଯୁବକ ମୋତେ ଏହି ଭିଡିଓ ପଠାଇଛନ୍ତି। ଏବେ ଦ୍ୱନ୍ଦ୍ୱ ଏବଂ ଭୟର ଏକ ୱେବ୍ ଯୋଗ କରି ସତ୍ୟ ବାହାରକୁ ଆସୁଛି | ଏଥର ‘ପ୍ରଚାରର ପାପା’ ନିଜର କ୍ରୋଧ ହରାଇବାକୁ ଯିବ ନାହିଁ; ଜନସାଧାରଣ ତାଙ୍କୁ ଦର୍ପଣ ଦେଖାଇବାକୁ ପ୍ରସ୍ତୁତ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.1 ° C
    29.1 °
    29.1 °
    76 %
    0.6kmh
    82 %
    Sat
    28 °
    Sun
    31 °
    Mon
    30 °
    Tue
    30 °
    Wed
    31 °

    ସମ୍ବନ୍ଧିତ