Monday, October 19, 2026
21.6 C
Odisha

    ବିଜେପିରେ ମିଶିଲେ ବକ୍ସର ବିଜେନ୍ଦ୍ର ସିଂହ

    ଆଗକୁ ପଢନ୍ତୁ

    ପୁଣି କଂଗ୍ରେସକୁ ଝଟକା । ଦଳ ଛାଡ଼ିଲେ ବକ୍ସର ବିଜେନ୍ଦ୍ର ସିଂହ । ସେ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି । ତେବେ ସେ ବିଜେପିରେ ସାମିଲ ହେବା ପରେ ୨୧ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀ ପୋଷ୍ଟ କରିଥିବା ଏକ ଲେଖା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ରାଜେନୖତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଯେଉଁଥିରେ ରାହୁଲ ଗାନ୍ଧୀ ଲେଖିଥିଲେ କି, ‘ଆଜି ଜଣେ ଯୁବକ ମୋତେ ଏହି ଭିଡିଓ ପଠାଇଛନ୍ତି। ଏବେ ଦ୍ୱନ୍ଦ୍ୱ ଏବଂ ଭୟର ଏକ ୱେବ୍ ଯୋଗ କରି ସତ୍ୟ ବାହାରକୁ ଆସୁଛି | ଏଥର ‘ପ୍ରଚାରର ପାପା’ ନିଜର କ୍ରୋଧ ହରାଇବାକୁ ଯିବ ନାହିଁ; ଜନସାଧାରଣ ତାଙ୍କୁ ଦର୍ପଣ ଦେଖାଇବାକୁ ପ୍ରସ୍ତୁତ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ