Saturday, July 12, 2025
24.4 C
Odisha

    ବିବାହରେ ଗିଫ୍ଟ ଦିଅ ସାନିଟାରୀ ପ୍ୟାଡ୍, ବଦଳିବ ଚିନ୍ତାଧାରା : ପ୍ରଭାତୀ ପରିଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରତ୍ୟେକ ଲୋକ ବାହାଘର, ଜନ୍ମଦିନ କିମ୍ବା କୌଣସି ଉତ୍ସବରେ ଦାମୀ ଜିନିଷ ନଦେଇ ସାନିଟାରୀ ପ୍ୟାଡ୍ ଉପହାରରେ ଦିଅନ୍ତୁ ବୋଲି କହିଛନ୍ତି ।   ଏ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭାତୀ କହିଛନ୍ତି, ସ୍କୁଲ, କଲେଜ ଓ କାର୍ଯ୍ୟାଳୟରେ ସାନିଠାରୀ ଭେଣ୍ଡିଂ ମେସିନ୍ ଲାଗିବ । ପ୍ରସବକାଳୀନ ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ ସ୍ୱତନ୍ତ୍ର ଟେକ୍ନୋଲୋଜିର ବ୍ୟବହାର କରାଯିବ । ଏଥିସହ ସର୍ବସାଧାରଣ କେନ୍ଦ୍ରରେ ହେବ ସ୍ତନ୍ୟପାନ କେନ୍ଦ୍ର । ଏପରି କରିବା ଦ୍ୱାରା ଋତୁସ୍ରାବ, ସ୍ତନ୍ୟପାନକୁ ନେଇ ତିବା ଟାବୁ ହଟିବ ବୋଲି କହିଛନ୍ତି ଉପମୁଖ୍ୟ ମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.4 ° C
    24.4 °
    24.4 °
    92 %
    1.6kmh
    66 %
    Fri
    24 °
    Sat
    31 °
    Sun
    32 °
    Mon
    26 °
    Tue
    31 °

    ସମ୍ବନ୍ଧିତ