Saturday, January 10, 2026
17.9 C
Odisha

    ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ନେଲା ଯୁବକଙ୍କ ଜୀବନ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ବର୍ତ୍ତମାନ ବାଲେଶ୍ୱରରୁ ଏକ ଅଘଟଣ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କର ପ୍ରାଣ ବଜ୍ରାଘାତରେ ଚାଲିଯାଇଛି।

    ସୂଚନାନୁଯାୟୀ , ଯୁବକ ଜଣକ ବିଲରେ କାମ କରୁଥିଲେ, ହଠାତ୍ ବର୍ଷା ପାଣିପବନ ମାଡ଼ି ଆସିଥିଲା। ଏହି ସମୟରେ ଘଡ଼ଘଡ଼ି ଯୁବକଙ୍କ ଉପରେ ପଡ଼ିଯାଇଥିଲା। ଏହି ଘଟଣାଟି ବସ୍ତା ସିଂଲା ଥାନା ବିଶିକାଦେଇପର ଗାଁର ବୋଲି ଜଣାପଡିଛି। ଏହି ଅଘଟଣକୁ ନେଇ ସ୍ଥାନୀୟ ବାସୀ ଭୟଭୀତ ହୋଇଯାଇଛନ୍ତି। ଏଥିସହ ଶୋକାକୂଳ ପରିସ୍ଥିତି ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.9 ° C
    17.9 °
    17.9 °
    23 %
    1.5kmh
    99 %
    Sat
    26 °
    Sun
    28 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ