Saturday, October 10, 2026
27.9 C
Odisha

    ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ନେଲା ଯୁବକଙ୍କ ଜୀବନ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ବର୍ତ୍ତମାନ ବାଲେଶ୍ୱରରୁ ଏକ ଅଘଟଣ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କର ପ୍ରାଣ ବଜ୍ରାଘାତରେ ଚାଲିଯାଇଛି।

    ସୂଚନାନୁଯାୟୀ , ଯୁବକ ଜଣକ ବିଲରେ କାମ କରୁଥିଲେ, ହଠାତ୍ ବର୍ଷା ପାଣିପବନ ମାଡ଼ି ଆସିଥିଲା। ଏହି ସମୟରେ ଘଡ଼ଘଡ଼ି ଯୁବକଙ୍କ ଉପରେ ପଡ଼ିଯାଇଥିଲା। ଏହି ଘଟଣାଟି ବସ୍ତା ସିଂଲା ଥାନା ବିଶିକାଦେଇପର ଗାଁର ବୋଲି ଜଣାପଡିଛି। ଏହି ଅଘଟଣକୁ ନେଇ ସ୍ଥାନୀୟ ବାସୀ ଭୟଭୀତ ହୋଇଯାଇଛନ୍ତି। ଏଥିସହ ଶୋକାକୂଳ ପରିସ୍ଥିତି ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ