Monday, October 19, 2026
21.6 C
Odisha

    ବିଶ୍ୱ ବାଣିଜ୍ୟ ଓ ତୈଳ ଦର ଉପରେ ପ୍ରଭାବ

    ଆଗକୁ ପଢନ୍ତୁ

    ତେହେରାନ : ପ୍ରାୟ ୧୫୦ରୁ ଅଧିକ ତୈଳ ଏବଂ ଗ୍ୟାସ୍ ଟ୍ୟାଙ୍କର ବର୍ତ୍ତମାନ ହର୍ମୁଜ ପ୍ରଣାଳୀ ବାହାରେ ଅପେକ୍ଷା କରିଛନ୍ତି। କୌଣସି ବିପଦକୁ ଏଡ଼ାଇବା ପାଇଁ ଅନେକ ଜାହାଜ ନିଜର ଗତିପଥ ବଦଳାଇ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ କାରବାର ହୋଇଥାଏ। ଏହା ପ୍ରଭାବିତ ହେବା ଯୋଗୁଁ ଆଜି ଅନ୍ତର୍ଜାତୀୟ ବଜାରରେ କଞ୍ଚା ତୈଳ ଦର ପ୍ରାୟ ୧୩ ପ୍ରତିଶତ ବୃଦ୍ଧି ପାଇ ୧୦୦ ଡଲାର ଅତିକ୍ରମ କରିଛି। ଯଦି ଏହି ସ୍ଥିତି ଜାରି ରହେ, ଏହା ଆହୁରୀ ବୃଦ୍ଧି ପାଇ ପାରେ । ଭାରତର ମୋଟ ଅଶୋଧିତ ତୈଳ ଆମଦାନୀର ପ୍ରାୟ ୫୦ ପ୍ରତିଶତ ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ। ଏହି ପଥ ବନ୍ଦ ହେଲେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାର ଆଶଙ୍କା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ