Monday, April 13, 2026
40.8 C
Odisha

    ବ୍ରାଉନସୁଗର ବେପାର କରି ମା-ପୁଅ ଗିରଫ, ଅବକାରୀ ବିଭାଗର ଚଢାଉ

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମୁଣ୍ଡିଦେଉଳି ସାହିରେ ଅବକାରୀ ବିଭାଗ ଚଢାଉ । ୬୮୦ଗ୍ରାମ ବ୍ରାଉନସୁଗର ଜବତ ସହ୨ ଗିରଫ । ଗିରଫ ଦୁଇ ଜଣ ମା ଓ ପୁଅ ବୋଲି ଜଣାପଡିଛି । ତେବେ ଅନ୍ୟ ଜଣେ ପୁଅ ଫେରାର ହୋଇଯାଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ। କେଉଁଠୁ ବ୍ରାଉନସୁଗର ଆସୁଥିଲା ସେନେଇ ତଦନ୍ତ କରୁଛି ଅବକାରି ବିଭାଗ । ଅବକାରୀ ବିଭାଗକୁ ଚକମା ଦେଇ ବହୁ ଦିନ ହେଲା ବ୍ୟବସାୟ କରୁଥିଲେ। ରାଜ୍ୟ ବାହାରର ବେପାରୀଙ୍କ ସହିତ ସଂପର୍କ ଥିବା ଅନୁମାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.8 ° C
    40.8 °
    40.8 °
    10 %
    3.7kmh
    0 %
    Mon
    40 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ