Monday, March 30, 2026
33.2 C
Odisha

    ଭାଙ୍ଗିଲା ୨୯ବର୍ଷର ସମ୍ପର୍କ; .ଆର ରେହମାନଙ୍କୁ ଛାଡପତ୍ର ଦେବେ ସାଏରା

    ଆଗକୁ ପଢନ୍ତୁ

    ଓସ୍କାର ବିଜେତା ତଥା ଭେଟେରାନ ସଙ୍ଗୀତକାର ଏ.ଆର୍‌ ରେହମାନଙ୍କର ଛାଡପତ୍ର ହେବାକୁ ଯାଉଛି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଏରା ବାନୋଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ଏନେଇ ରେହମାନ ଓ ସାୟରାଙ୍କ ଓକିଲ ସୂଚନା ଦେଇଛନ୍ତି। ତେବେ ସାଏରାଙ୍କ ଅନୁସାରେ, ସେ ଏହି ସମ୍ପର୍କରେ ବହୁ ସମସ୍ୟାରେ ଚଳୁଛନ୍ତି। ଯାହାକୁ ନେଇ ଜୀବନ ଅତିବାହିତ କରିବା ଅସୁବିଧା ହେଉଛି। ରେହମାନ ଓ ସାଏରାଙ୍କ ବିବାହ ୧୯୯୫ରେ ହୋଇଥିଲା। ତାଙ୍କର ୩ଟି ଝିଅ। ଦୁହିଁଙ୍କ ଭିତରେ ସଂସ୍କୃତିକୁ ନେଇ ଦୀର୍ଘଦିନ ଧରି ମତଭେଦ ରହି ଆସିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ